logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଜିମାଳିରେ ପ୍ରଥମେ ଶାନ୍ତି ପ୍ରତିଷ୍ଠା ଏବଂ ପରିସ୍ଥିତିର ସୁଧାର ଆସିବା ଜରୁରୀ।

ଆମ ଲୋକଙ୍କ 'ଜଳ-ଜଙ୍ଗଲ-ଜମି'ର ନ୍ୟାୟୋଚିତ ଦାବି ପାଇଁ ଆମେ ଲଢ଼େଇ ଜାରି ରଖିବୁ। ହିଂସାରୁ ନିବୃତ୍ତ ରହିବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସିଜିମାଳିବାସୀ ଆଲୋଚନା ପାଇଁ ଆଗକୁ ଆସନ୍ତୁ, ମୁଁ ଏଥିରେ ମଧ୍ୟସ୍ଥତା କରିବି ଏବଂ ସାହାଯ୍ୟ କରିବି। ସରକାର ନିଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉଚିତ। ସମ୍ବିଧାନ ସର୍ବୋପରି।

12
315 views

Comment