ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଶୁଭାରମ୍ଭ ପରିପ୍ରେକ୍ଷୀରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଶୁଭାରମ୍ଭ ପରିପ୍ରେକ୍ଷୀରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଅଛୁ
ଓଁ ଆଞ୍ଜନେୟାୟ ବିଦ୍ମହେ ବାୟୁପୁତ୍ରାୟ ଧୀମହି।
ତନ୍ନୋ ହନୁମତ୍ ପ୍ରଚୋଦୟାତ୍।।
ଓଁ ହଂ ହନୁମତୟେ ନମୋ ନମଃ।।
ଓଁ ନମୋ ହନୁମତେ ରୂଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗ ହରାୟ ସର୍ବବଶୀକରଣାୟ ରାମଦୂତାୟ ସ୍ବାହା।।
ମନୋଜବଂ ମାରୁତତୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍।
ବାତାତ୍ମଜଂ ବାନରୟୁଥମୁଖ୍ୟଂ ଶ୍ରୀରାମଦୂତଂ ଶରଣଂ ପ୍ରପଦ୍ୟେ।।
ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ, ବିଆର ଆମ୍ବେଦକର ଜୟନ୍ତୀ ପାଳନ ଏବଂ ଓଡ଼ିଆ ମାନଙ୍କର ନବବର୍ଷ ଶୁଭାରମ୍ଭ ପରିପ୍ରେକ୍ଷୀରେ ଖଣ୍ଡାଧାର ନିଉଜ ର ଅଗଣିତ ପାଠକ, ସମ୍ବାଦଦାତା, ବିଜ୍ଞାପନ ପ୍ରଦାନକାରୀ ସଂସ୍ଥା ଓ ବ୍ୟକ୍ତିବିଶେଷ, ଶୁଭେଚ୍ଛୁ ଓ ସହଯୋଗୀ କର୍ମକର୍ତ୍ତାଗଣ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଅଛୁ। ଆପଣମାନଙ୍କର ଭଲପାଇବା ଓ ନିସ୍ବାର୍ଥପର ସହଯୋଗ କାରଣରୁ ଖଣ୍ଡାଧାର ନିଉଜ ଅଗଣିତ ପାଠକ ମାନଙ୍କ ନିକଟତର ହେବା ସଙ୍ଗେ ସଙ୍ଗେ ନିରବଚ୍ଛିନ୍ନ ନିଜର ପ୍ରକାଶନୀ ସେବା ଦ୍ବାରା ବିଭିନ୍ନ ପ୍ରକାରର ଖବର ତଥା ସୂଚନା ପ୍ରଭ୍ରୁତି ପାଠକ ମାନଙ୍କ ନିକଟରେ ପହଞ୍ଚାଇ ପାରିଛି। ଆଜିର ପବିତ୍ର ଦିନରେ ଆପଣମାନଙ୍କର ଭଲପାଇବା ପ୍ରତି ଖଣ୍ଡାଧାର ନିଉଜ ପରିବାରର ତରଫରୁ ଆପଣମାନଙ୍କୁ ଅଶେଷ ଧନ୍ଯବାଦ ଅର୍ପଣ କରୁଅଛୁ।
(ସୌଜନ୍ୟ ଖଣ୍ଡାଧାର ନିଉଜ)