logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗଞ୍ଜେଇ ଜବତ, ଜଣେ କୋର୍ଟଚାଲାଣ

ଗଞ୍ଜେଇ ଜବତ, ଜଣେ କୋର୍ଟଚାଲାଣ
ତାରିଖ 14/4/26
କାଲିମେଳା,: ଗତ ଶନିବାର ଦିନ ଦ୍ବିପହରରେ ଜଣେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରାପଡିଛି । ତେଲେଙ୍ଗାନା ରାଜ୍ୟ ଖାମମର ଯୁବକ କେ.ଜହନସନ ୮ କେଜି ଗଞ୍ଜେଇ ବାଇକରେ ବୋଝେଇ କରି ମୋଟୁ ଅଭିମୁଖେ ଯାଉଥିଲା। ଏମଭି ୭୯ ଥାନା ଆଗରେ ନାକା ଚେକିଙ୍ଗ ବେଳେ ଯୁବକ ଜଣକ ନ ଅଟକି ଦୃତ ଗତିରେ ଖସି ଚାଲିଯାଉଥିଲେ। ପୋଲିସକୁ ସନ୍ଦେହ ହେବାରୁ ତା ଗୋଡ଼ାଇ ଗୋଡ଼ାଇ ଧରି ଧରି ଆଣି ଥିଲେ । ଥାନା କେସ ନଂ ନଂ ୫୭/୨୬ ରେ ଏନଡିପିଏସ ମାମଲା ରୁଜୁ କରି ସୋମବାର ତାଙ୍କୁ କୋର୍ଟ ଚାର୍ଟ ଚାଲାଣ କରାଯାଇଛି ।

57
2672 views

Comment