logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ରେ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ I

ଚମ୍ପୁଆ : - (୧୩/୦୪) ଚମ୍ପୁଆ ବିଜେପି କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚମ୍ପୁଆ ନଗର ମଣ୍ଡଳ ର କର୍ଯ୍ୟକର୍ତ୍ତା ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା ଉପସଭାପତି ସିଦ୍ଧାର୍ଥ ସିଂ, ଜିଲ୍ଲାର ସାଧାରଣ ସମ୍ପାଦିକା ଯଶୋସ୍ବିନୀ ବଳ, ଜିଲ୍ଲା ସାଧାରଣ ସମ୍ପାଦକ ଅଗନୁ ଚରଣ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ପଦ୍ମଲୋଚନ ସାହୁ,ହେମରଞ୍ଜନ ବାରିକ, ଜେମସ ମହାନ୍ତ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ବାରିକ, ଜେମସ ମହାନ୍ତ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଏନ ଏସି ସଭାପତି କାର୍ତ୍ତିକ ସାହୁ,ପୂର୍ବତନ ବ୍ଲକ ସଭାପତି ସନ୍ତୋଷ ସାହୁ,ସନ୍ତୋଷ ସାହୁ, ପହଲି ନାଏକ, ପ୍ରମୁଖ ବହୁ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରଶିକ୍ଷଣରେ ଡବଲ ଇଞ୍ଜନ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।

0
54 views

Comment