logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଛତ୍ରିଆ ଯାଦବ ବଂଶଧର ସ୍ୱେଛାସେବୀ ସଂଘ

*ଛତ୍ରିଆ ଯାଦବ ବଂଶଧର ସ୍ୱେଛାସେବୀ ସଂଘ ର ପ୍ରସ୍ତୁତି ବୈଠକ*
ଛତ୍ରିଆ ପରିବାର ସଂଗଠନ ହେଉଛି ଆମ ପରିବାର ର କଲ୍ୟାଣ, ବିକାଶ ଏବଂ ସେବା ପାଇଁ ଗଠିତ ଏକ ସ୍ଵେଚ୍ଛାସେବୀ ଗୋଷ୍ଠୀ । ଏଗୁଡ଼ିକ , ରକ୍ତଦାନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗରିବଙ୍କ ସହାୟତା ପରି ମାନବ କଲ୍ୟାଣ ମୂଳକ କାର୍ଯ୍ୟ ତଥା ଓଡ଼ିଶାରେ ସ୍ୱପ୍ନ ଫାଉଣ୍ଡେସନ ପରି ଅନେକ ସଂଗଠନ ଆମର ବିଭିନ୍ନ ବର୍ଗର ଲୋକଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସ କରିବାକୁ ଆଲୋଚନା କରାଯାଇଛି ଏବଂ ସଂଗଠନର ମୁଖ୍ୟ କାର୍ଯ୍ୟ: ସେବା:
ସଚେତନତା: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶିକ୍ଷା, ପରିମଳ ଓ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଆପଦକାଳୀନ ସହାୟତା: ବନ୍ୟା, ବାତ୍ୟା ଓ କୋଭିଡ-୧୯ ପରି ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ଓ ସାମାଜିକ ନ୍ୟାୟ: ଅବହେଳିତ ଶ୍ରେଣୀ ସ୍ଥିତିରେ ସୁଧାର ଆଣିବା ଓ ସାମାଜିକ ସଂଗଠନର ଲକ୍ଷ୍ୟ:ମାନବ କଲ୍ୟାଣ: ନିସ୍ୱାର୍ଥପର ଭାବେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ଓ ସାମାଜିକ ଉଦ୍ୟୋଗୀତା: ସାମାଜିକ ସମସ୍ୟାର ସମାଧାନ ପାଇଁ ନୂତନ ସମାଧାନ ବା ଷ୍ଟାର୍ଟଅପ୍ ଗଠନ କରିବା। ତଥା ଏକତା: ସମାଜରେ ଭ୍ରାତୃଭାବ ଓ ଏକତା ବୃଦ୍ଧି କରିବା ।ଏହି ସଂଗଠନଗୁଡ଼ିକ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ନୂଆପଡା ଜିଲ୍ଲା ର ବୋଡେନ ବ୍ଳକ ଅନ୍ତର୍ଗତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପାତାଳଗଙ୍ଗା ପରିସରରେ "ଅଖିଳ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ର ର ପୂର୍ବତନ ସଂପାଦକ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ଦେବେନ୍ଦ୍ର ଛତ୍ରିଆ ଙ୍କ ଅସ୍ଥାୟୀ ସଭାପତିତ୍ୱ ରେ " ଛତ୍ରିଆ ଯାଦବ ବଂଶଧର ସ୍ୱେଛାସେବୀ ସଂଘ" ର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ବିନୋପୁର ର ଲୋକନାଥ ଛତ୍ରିଆ, କୁବେର ଛତ୍ରିଆ, ଶ୍ୟାମ ସୁନ୍ଦର ଛତ୍ରିଆ, କୁଶ ଛତ୍ରିଆ, ନାମ ଛତ୍ରିଆ, ଭାକସିନ ଛତ୍ରିଆ, ହିରାପୁର ରୁ ଯୁବକ ସମାଜ ସେବୀ ରବି ଛତ୍ରିଆ ଓ ଡମ ଛତ୍ରିଆ, ନିରନ ଛତ୍ରିଆ, ଘଣ୍ଟିଗୁଡାରୁ ମାଧବ ଛତ୍ରିଆ, ଅର୍ଜୁନ ଛତ୍ରିଆ, ଚୈତନ୍ୟ ଛତ୍ରିଆ, ନବିନ ଛତ୍ରିଆ, କବି ଛତ୍ରିଆ, ବରପଦର ରୁ ରାଜକୁମାର ଛତ୍ରିଆ, ଓ ଲକ୍ଷ୍ୟ ଛତ୍ରିଆ ପ୍ରମୂଖ ଉପସ୍ଥିତ ଥିଲେ।

14
6045 views

Comment