logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାସ୍ତା ପାର୍ଶ୍ଵ ମାଟି ଧସୁଛି ଦୁର୍ଘଟଣା ଘଟିବାର ଆଶଙ୍କା!

ରାସ୍ତା ପାର୍ଶ୍ଵ ମାଟି ଧସୁଛି ଦୁର୍ଘଟଣା ଘଟିବାର ଆଶଙ୍କା!

ପାଟଣା-୧୧/୦୪, ପାଟଣା-ପିପିଳିଆ ରାସ୍ତାର ସ୍ୱାମ ହହୁମାନ ମନ୍ଦିର ଛକ ପୋଲ ନିକଟରେ ନବନିର୍ମିତ ରାସ୍ତା ଧସୁଛି। ଧୀରେ ଧୀରେ ଏହି ରାସ୍ତା ଧସି ପାଖ ଖାଳକୁ ଖସୁଥିବାରୁ ପାଦ ଚଲା ରାସ୍ତା ଏଠାରେ ନଷ୍ଟ ହୋଇ ଗଲାଣି। ଯାହା ଫଳରେ ଏହି ରାସ୍ତାରେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି। ନବ ନିର୍ମିତ ରାସ୍ତାର ଦୁଇ ପାର୍ଶ୍ୱ ମାଟି ମୋରମ ପକାଯାଇ ରୋଲର ନକଲେ ଏପରି ବହୁ ସ୍ଥାନରେ ରାସ୍ତା ନଷ୍ଟ ହେବା ଆଶଙ୍କା ଥିବାରୁ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
922 views

Comment