logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସ୍ତରଙ୍ଗ ବଜାର କେନାଲ ପାଲଟିଛି ଆବର୍ଜନା କୁଣ୍ଡ; ପ୍ରଦୂଷିତ ହେଉଛି ଜଳ, ଅସନ୍ତୋଷ ପ୍ରକାଶ।

ଅସ୍ତରଙ୍ଗ ବଜାର ଦେଇ ଯାଇଥିବା କେନାଲର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ବଜାରର କିଛି ବ୍ୟବସାୟୀ ବନ୍ଧୁମାନେ ସେମାନଙ୍କ ଦୋକାନର ସମସ୍ତ ଅଳିଆ ଆବର୍ଜନା ଏବଂ ପ୍ଲାଷ୍ଟିକ୍ ସିଧାସଳଖ କେନାଲ ମଧ୍ୟକୁ ଫିଙ୍ଗୁଛନ୍ତି। ଫଳରେ କେନାଲ ପାଣି ଦୁର୍ଗନ୍ଧ ହେବା ସହ ଜଳ ପ୍ରବାହରେ ବାଧା ସୃଷ୍ଟି ହେଉଛି। ଏହା ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ବଢ଼ାଇବାର ଆଶଙ୍କା ରହିଛି। ପ୍ରଶାସନ ଏବଂ ବଜାର କମିଟି ଏଥିପ୍ରତି ଦୃଷ୍ଟି ଦେଇ କେନାଲ ସଫା ରଖିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।🙏🙏

0
5 views

Comment