logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Breaking news AIMA media....

.
ନାମ - ସୁନିଲ କୁମାର ପଣ୍ଡା l (ବଜରଙ୍ଗ ଦଳ କର୍ମୀ)
ଜଣେ ବ୍ୟକ୍ତି ସ୍କୁଟି ରଖି ମାର୍କେଟିଂ କରିବା ସମୟରେ ସ୍କୁଟିକୁ ଚୋରି କରି ଫେରାର ହୋଇଥିଲା l
ଚୋରି ସମୟରେ ସ୍କୁଟିର ଡିକି ଭିତରେ ଦୁଇଟି ମୋବାଇଲ୍ ଫୋନ୍ ଥିଲା। ଚୋରି ହୋଇଥିବା ସ୍କୁଟି ସାହାଯ୍ୟରେ ବୁଲୁଥିବା ଏବଂ ଏକ ମୋବାଇଲ୍ ଫୋନ୍ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଭିଯୁକ୍ତ ସୁନୀଲ କୁମାର ପଣ୍ଡା କୁ ଗିରଫ କରିଛି l
ଅଶେଷ ଧନ୍ୟବାଦ ନୟାପଲି ଥାନା ପୋଲିସ l

2
4 views

Comment