ଅଦ୍ୟ ତା ୦୮.୦୪.୨୦୨୬ ରିଖ ଦିନ ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ- ୧୯୫୬ ଅନୁଯାୟୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନସ୍ଥ
ଅଦ୍ୟ ତା ୦୮.୦୪.୨୦୨୬ ରିଖ ଦିନ ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ- ୧୯୫୬ ଅନୁଯାୟୀ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନସ୍ଥ ବାଲୁଗାଁ ,ସହକାରୀ ଶ୍ରମ କାର୍ଯ୍ୟାଳୟ ଦ୍ୱାରା ବାଲୁଗାଁ ଓ ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦରେ ଥିବା ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବାକୁ ସଚେତନତା ସୃଷ୍ଟି କରାଯାଉଛି ଏବଂ ୩୨ ଖିଲାପକାରୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଅଛି।
#labourodisha #odiapakhya2026 #odiapakhya
@cmo_odisha Ganeshram Sing Khuntia @labouresiodisha @ipr_odisha @collector_khordha