ଧରମୁ ନାୟକ ହାତରେ ଜାଦୁ
ଧରମୁ ନାୟକ ହାତ ରେ ଜାଦୁ, କଳାହାଣ୍ଡି ଜିଲ୍ଲା ଘଣ୍ଟ ବାହାଲି ଠାରେ ହଜାର ହଜା ଲୋକ ଭିଡ, ପଡେ!ସି ରାଜ୍ୟ ଛତିଶଗଡ ଓ ରାୟଗଡା ଜୟପୁର, ଭଳି ଦୁର ରୁ ବି ଲୋକ ଚିକିତ୍ସା କରିବାକୁ ଲୋକ ଆସୁଛନ୍ତି, ସବୁ ପ୍ରକାର ରେ!ଗ ର ଚିକିତ୍ସା କରୁଥିବା ଓ ଲୋକ ଭଲ ହେଇ ଯାଉଥିବା ଲୋକ କହୁଛନ୍ତି, ପାରାଲେସ ହେବା ଲୋକ କୁ ବି ଠିକ କରି ଚଲାଇ ଦେଉଚନ୍ତି, ବନଧ୍ୟା ଦେ!ଶ, ସିକ୍ଲିନ, ହାପର, ବାତ ପିତ, ଗଣ୍ଠି ବିନ୍ଦା ଭଳି ରେ!ଗ ଠିକ କରୁଛନ୍ତି, କେବଳ ଆୟୁର ବେଦରେ ଚିକିତ୍ସା ରେ ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଯେଗେନ୍ଦ୍ର ବେହେରା ବି ଚିକିତ୍ସା ହେଇ ନିଜର ମନ୍ତବ୍ୟ ଦେଇଥିଲେ,