logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖଡ଼ିଆଳ ବିଞ୍କାପିତ ଅଞ୍ଚଳ ପରିସଦ ତରଫରୁ ଜଳଛତ୍ର ର ସୁଭ ଆରମ୍ଭ

ଖଡ଼ିଆଳ ସହରରେ କେ!ଟପରିସର, ଆହାରକେନ୍ଦ୍ର ପାଖରେ ଏକୁଆଗାଡ ଲଗାଜାଚି, ଓ ଅନେକ ସ୍ତାନ ରେ ପାନିୟ ଜଳ ପିଇବା ବ୍ୟବସ୍ଥା କରା ଯାଇଚି, ଏ ହି କାଯ୍ୟକ୍ରମ କୁ କାଯ୍ୟନିରବାହି ଅଧିକାରି ସ୍ବଧିନକେତନ ମହାରଣା ଓ କାଉସିଲର ଚନ୍ଦନ ସାହୁ ସୁନିଲ ସାହୁ, ରିତେଶ ପଟ୍ଟନାୟକ, ଓ ଅଫିସ କର୍ମଚାରୀ ଉପସ୍ଥିତ ଥିଲେ ଓ ଉଦ୍ଧଘାଟନ କରିଥିଲେ,

1
0 views

Comment