logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

https://youtu.be/SMFIoQWoSvU

ନମସ୍କାର ଦର୍ଶକ ବନ୍ଧୁ ଶ୍ରୀ ନିୟୁଜ ସ୍ୱାଗତ କରୁଛି ମୁ ସୁଜାତା ଆସନ୍ତୁ ଖବର ଉପରେ ନଜର ପକେଇବା ସାରା ଦେଶରେ ଏବେ ଗ୍ୟାସ ସିଲିଣ୍ଡରର ସମସ୍ୟା ଦେଖା ଦେଉଥିବା ବେଳେ ସାଧାରଣ ଲୋକଟିଏ ପାଇଁ ରୋଷେଇ କରିବା କଷ୍ଟସାଧ୍ୟ ହୋଇ ଥିବା ବେଳେ, କିଛି ଅସାଧୁ ବ୍ୟବସାୟୀ ମାନେ ସରକାରୀ ନିୟମକୁ ଫୁ କରି ଉଡାଇ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ ବେଧଡ଼କ ଚଳେଇଛନ୍ତିl ଘରୋଇ ଗ୍ୟାସ ସିଲିଣ୍ଡରଗୁଡିକ ବେଆଇନ ବ୍ୟବହାର। ବେଶ ଲାଭବlନ ହେଉଛନ୍ତି l ହେଲେ ସାଧାରଣ ଜନତାଙ୍କ ଘରେ ଚୁଲି ଜଳୁନଥିବା ବେଳେ
ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ। ଚୁଲିରେ ନିଆଁ ଜଳୁଛି, l ହେଲେ ସେ ଚୁଲା ଲାଗିଥିବା ସିଲିଣ୍ଡରଟି ନୀଳ ନୁହେଁ ବରଂ ନାଲି। ଅର୍ଥାତ୍ ବ୍ୟବସାୟିକ କାମରେ ବ୍ୟବହାର ହେଉଛି ଘରୋଇ ଗ୍ୟାସର ସିଲିଣ୍ଡର। ସାରା ଦେଶରେ ଗ୍ୟାସ ସମସ୍ୟା ଦେଖା ଦେଉଥିବା ବେଳେ ଏହି କଳାବଜାରୀମାନେ ଶସ୍ତାରେ ନିଜ ପକେଟ୍ ଗରମ କରୁଛନ୍ତି। ଏହାକୁ ଦୁଷ୍ଟରେ ରଖି ଭଞ୍ଜନଗର ପ୍ରଶାସନ ଅଚାନକ ହୋଟେଲ ଆନନ୍ଦ, ହୋଟେଲ ଶାନ୍ତି ପ୍ରସାଦ, ଓ କରିମି, ହୋଟେଲ ପାଇସ ଆଣ୍ଡ ରାଇସ , ହୋଟେଲ ଡାଲମା ହୋଟେଲ ଅନ୍ନପୂର୍ଣ୍ଣା ଓ ହୋଟେଲ ସାଇ ନନ୍ଦନ ଭଳି ୭ଟି ହୋଟେଲ ଉପରେ ଚଢ଼ାଉ କରି ୨୪ରୁ ଉର୍ଦ୍ଧ ବେଆଇନ ଗ୍ୟାସ ସିଲିଣ୍ଡର ଜବତ କରିଛି l ସେଥିମଧ୍ୟରୁ ୯ଗୋଟି ବାଣିଜ୍ୟକ ଗ୍ୟାସ ଥିବା ବେଳେ ୧୫ଗୋଟି ଘରୋଇ ଗ୍ୟାସ ଜବତ କରିଛି ଗଞ୍ଜାମ ରୁ ଦୁର୍ଗା ମଧବ ଆଚାରୀ ଙ୍କ ରିପୋର୍ଟ ଶ୍ରୀ ନିୟୁଜ

7
48 views

Comment