ପଞ୍ଚମ ଗ୍ରାମସଭା ପୂର୍ଣ୍ଣାଙ୍ଗ ସଫଳ।
ପଞ୍ଚମ ଗ୍ରାମସଭା ପୂର୍ଣ୍ଣାଙ୍ଗ ସଫଳ।
ପାଟଣା :୦୨/୦୪, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ପଂଚାୟତ ଅଙ୍ଗିକଳା ଗ୍ରାମରେ ସରପଞ୍ଚ ହେମଲତା ନାୟକ ଙ୍କ ଦ୍ୱାରା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ଏଡିମ ରବୀନ୍ଦ୍ର ପ୍ରଧାନ, ପାଟଣା ଗୋଷ୍ଠୀ ଉନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ, ପାଟଣା ତହସିଲଦାର ଅଶ୍ଵିନୀ ନାୟକ, ଚେମେଣା ସମିତି ସଭ୍ୟ ମୋନଜ କୁମାର ମହାନ୍ତ, ଅଙ୍ଗିକଲା ଗ୍ରାମର ୱାର୍ଡ ମେମ୍ବର ମିନା ମହାନ୍ତ, ସାରଥୀ ନାୟକ, ପ୍ରଭୁତି ଯୋଗ ଦେଇ ଥିବା ବେଳେ ଏକର ପିଛା ୧୫ କୋଟି ଟଙ୍କା ଦାବି ରଖି ଥିବା ବେଳେ ୨୨୦.୮୭୫ ଏକର ଜମି ଅଧିଗ୍ରହଣ ହେଉଛି ଶାନ୍ତି ଶୃଙ୍ଖଳା ପାଇଁ ଚମ୍ପୁଆ ଏସ ଡି ପିଓ, କେନ୍ଦୁଝର ଏସ ପି ନିତିନ କୁଶଳ କର ଉପସ୍ଥିତ ଥିବା ବେଳେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ତୀକ୍ଷ୍ଣ ନଜର ରଖି ଥିଲେ ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।