logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳଦିବସ।

ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳଦିବସ।



ପାଟଣା-୦୧/୦୪, ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳା କାନ୍ତ ପତିଙ୍କ ଅଧ୍ୟକ୍ଷତାରେ ସମ୍ମାନୀତ ଅତିଥି ଭାବରେ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଯୁଗଜ୍ୟୋତି ମହାନ୍ତ, ସୁଶାନ୍ତ କୁମାର ମହାନ୍ତ, ମାଧବାନନ୍ଦ ମହାନ୍ତ, ସସ୍ମିତା ନାୟକ, ପ୍ରକାଶ ମିଶ୍ର, ନିରଞ୍ଜନ ନାୟକ, ଜ୍ୟୋତିର୍ମୟୀ ବାରିକ୍ ପ୍ରମୁଖ ଯୋଗ ଦେଇ ଏହି ଦିବସରେ ସଂକଳ୍ପ ନେଇ ଆମ ରାଜ୍ୟ ଓଡ଼ିଶାକୁ ଏବଂ ଓଡିଆ ଭାଷାକୁ ମଜବୁତ କରିବା ସହିତ, ପୂର୍ବପୁରୁଷ ମାନେ ଓଡ଼ିଶାକୁ ସ୍ୱତନ୍ତ୍ର ରଜ୍ୟର ମାନ୍ୟତା ଦେଇ ଥିବାରୁ,ଆଜି ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛୁ ବୋଲି କହିଥିଲେ।ଉତ୍କଳ ଦିବସ ଅବସରରେ ଓଡ଼ିଶାର ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରିଥିଲେ।



ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
1377 views

Comment