logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସରେ ପୁରଷ୍କୃତ

ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ କୋରାପୁଟ ଜିଲ୍ଳାର ଶ୍ରେଷ୍ଠ ଉପ ଆରକ୍ଷୀ ନିରୀକ୍ଷକ SI ଭାବେ ପୁରସ୍କୃତ ହେଲେ ସିଦ୍ଧାନ୍ତ ବେହେରା। ଦକ୍ଷିଣ ପଶ୍ଚିମାଞ୍ଚଳ DIG କନ୍ଵର ବିଶାଳ ସିଂ ଆଜି କୋରାପୁଟରେ ଏହା ପ୍ରଦାନ କରିଛନ୍ତି। ସିଦ୍ଧାନ୍ତ ଏବେ ଜୟପୁର ଟାଉନ୍ ଥାନାରେ କାର୍ଯ୍ୟରତ ।

6
218 views

Comment