logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋରାପୁଟ ଜିଲ୍ଲାପାଳ ଆଜି କୁନ୍ଦୁରା ବ୍ଲକ୍ ଗସ୍ତ

କୋରାପୁଟ ଜିଲ୍ଲାପାଳ ଆଜି ଆରକ୍ଷୀ ଅଧିକ୍ଷକଙ୍କ ସହ କୁନ୍ଦୁରା ବ୍ଲକ ଗସ୍ତ ଅବସରରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ପ୍ରକଳ୍ପ ଅଧୀନରେ ପେଭର ସଡ଼କ ନିର୍ମାଣ କାର୍ଯ୍ୟର ସମୀକ୍ଷା, ଗ୍ରାମୀଣ ହାଟ, ଡଙ୍ଗରପଲ୍ଲୀ ଠାରେ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ପରିଚାଳିତ ଧୂପକାଠି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ଆଲୋଚନା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଛନ୍ତି

1
155 views

Comment