Rourkela news
ଦୀର୍ଘ ଦିନ ଧରି polution department କୁ କହିବା ସତ୍ୱେ
ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ 🤦
ଓମଫେଡ ଫ୍ୟାକ୍ଟ୍ରି ରେ ଡିଜେଲ୍ ଦ୍ଵାରା ( furnace oil ) ରେ ଜଳା ଯାଉଛି। ଯାହାଦ୍ୱାରା ଆଖ ପାଖ ରେ ଥିବା ୨୦୦୦ ପରିବାର ପ୍ରଭାବିତ ହୋଇଛନ୍ତି । ଅନେକ ବାର ବିଭିନ୍ନ ମିଡିଆ ମଧ୍ୟମ ରେ ମଧ୍ୟ ବାହାରିଛି ।
ଓମ୍ଫେଡ ଅଫିସର୍ ୨୯ / ୧୧ /୨୦୨୪ ରେ ଗୋଟିଏ ଚିଠି ଲେଖି ବସିଗଲେ। ଅବଶ୍ୟ ଗେଲ୍ କମ୍ପାନୀ କୁ ଯୋଗାଯୋଗ କରି ହିଶାବ କିତାବ କରିପକାଇଲେ , ଗ୍ୟାସ୍ ପାଇପ୍ ଲାଇନ୍ ୬୦ ମିଟର୍ ଦୂରରେ ଡିପୋ ଅଛି ...
ଯଦି ଗ୍ୟାସ୍ ଦ୍ଵାରା ଜଳା ହୁଅନ୍ତା ଖର୍ଚ୍ଚ ବି ୧୦, ୦୦୦ କମ୍ ହୁଅନ୍ତା ବୋଲି ଓମ୍ଫେଡ୍ ଅଫିସର୍ କହୁଥିଲେ । ତାହେଲେ
ଆମ ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ gokulananda mallick ଙ୍କ ନଜର କେଭେ ପଡିବ 🙏
କାହିଁକି ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି 🙏
ଆଗରୁ ଯେଉଁ ସରକାର ଥିଲେ ବାର ବାର ଲେଖିକି ଦେବା ସତ୍ୱେ କିଛି ସୁଫଳ ମିଳିଲା ନାହିଁ।
ଏବେ ଲୋକଙ୍କ ସରକାର ... ଦୟା କରି ଏଥିପ୍ରତି ଦୃଷ୍ଟି ଦେବା ହେଉ 🙏