ଓଡିଶା ଲୋକସେବା ଆୟୋଗ ପରୀକ୍ଷା ରେ 53 ସ୍ଥାନରେ କୃତକାର୍ଯ୍ୟ ହୋଇ ଆଠମଲ୍ଲିକ ର ନାମ ରଖିଲେ ଅନିଶା ପ୍ରିୟଦର୍ଶିନୀ
ଅନୁଗୋଳ (କରୁଣାକର )30/3 ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମା ମାହେଶ୍ୱରୀ ମାଟିର ଆଠମଲ୍ଲିକ ରଥସାହି ନିବାସୀ ସଦାନନ୍ଦ ସାହୁ ମାତା ଅତସୀ କୁସୁମ ପଣ୍ଡା ଙ୍କ ଏକ ମାତ୍ର ସୁଯୋଗ୍ୟ ସନ୍ତତି କୁମାରୀ ଅନିଶା ପ୍ରିୟଦର୍ଶିନୀ ଓଡିଶା ଲୋକସେବା ଆୟୋଗ ଆସିଷ୍ଟାଣ୍ଟ ଏଗ୍ରୀକଲଚର ଅଫିସର ଡିପାଟମେଣ୍ଟେ ଅଫ ଏଗ୍ରି କଲଚର ଫାରମର ଇମ୍ପୋୱେରମେଣ୍ଟ ପରୀକ୍ଷାରେ ସାରା ଓଡିଶା ରେ 53 ସ୍ଥାନରେ ରହି କୃତକାର୍ଯ୍ୟ ହୋଇଥିବାରୁ ଆଠମଲ୍ଲିକ ତଥା ଅଂଚଳବାସୀ ଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l