କିଆଁ ଫୁଲର ଦୁଃଖ।
ମୂଲ ମାଗୁଛନ୍ତି ଗଞ୍ଜାମର କିଆଁଫୁଲ। କିଆଁ ଫୁଲର ଦର ହ୍ରାସ ହେବାରେ ଲାଗିଛି,ଜୀବିକା ମଉଳୁଛି। ୟୁପି ରେ ଚାହିଦା ଥିବାରୁ ଓଡ଼ିଶାରେ ଏହାର ବିକ୍ରି କମ୍ ହେବାରେ ଲାଗିଛି।2012 ରେ ମିଳିଛି କିଆଁ ଫୁଲର ମାନ୍ୟତା । ଶୀତଳ ଭଣ୍ଡାର ନଥିବାରୁ ଚାଷୀ ହତାଶ।