ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନର ଫଳାଫଳ ଘୋଷିତ।
ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନର ଫଳାଫଳ ଘୋଷିତ।
କେନ୍ଦୁଝର:୨୮/୦୩, କେନ୍ଦୁଝର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଫଳାଫଳ ଆଜି ଅନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି l ଏହି ନିର୍ବାଚନରେ ଜିଲ୍ଲା ଓକିଲ ସଙ୍ଘର ସଭାପତି ଭାବେ ଆଲୋକ କୁମାର ମହାନ୍ତ, ଉପସଭାପତି ଭାବେ ତୁଷାରକାନ୍ତ ସାମନ୍ତ, ସମ୍ପାଦକ ଭାବେ ଅନ୍ତରଜ୍ୟାମି ସାହୁ, ଯୁଗ୍ମସମ୍ପାଦକ ଭାବେ ଦେବାଶିଷ ପତି ଓ ତାରିଣୀ ପ୍ରସାଦ ପୋଥାଳ ନିର୍ବାଚିତ ହୋଇଛନ୍ତି l ନବନିର୍ବାଚିତ ସଦସ୍ୟ ମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତା ଛୁଟୁଛି l
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।