ଗ୍ୟାସ୍ ସିଲିଣ୍ଡର୍ ଲିକେଜ୍ ଯୋଗୁଁ ଚାହା ଦୋକାନ ରେ ଭୟଙ୍କର ଅଗ୍ନୀ କାଣ୍ଡ
ଆଜି ସନ୍ଧ୍ୟା ପ୍ରାୟ ୫ ଘଟିକା ସମୟ ରେ ବନ୍ଦିକାର ଗ୍ରାମ ର ବେଲ ମିନୀୟାକା ଙ୍କ ଚାହା ଦୋକାନ ରେ ତାଙ୍କ ପତ୍ନୀ ପୁନାଇ ମିନୀୟାକା ଚାହା ପ୍ରସ୍ତୁତ କରିବା ସମୟ ରେ ଗ୍ୟାସ୍ ଲିକ୍ ହେବ ଯୋଗୁଁ ଭୟଙ୍କର ଅଗ୍ନି କାଣ୍ଡ ଘୋଟି ଦୋକାନ ସହ ଘୋର ଜଳି ଦୋକାନ ରେ ଥିବା ଫ୍ରିଜ୍ , ପ୍ରିଣ୍ଟ ମେସିନ୍ , 1 ଟି ଲାପଟପ୍ ଓ 1 ଟି କମ୍ପ୍ୟୁଟର, ଏବଂ ତାଙ୍କ ପୁଅ ମାନଙ୍କ ସାର୍ଟିପିକେଟ,1 ଲକ୍ଷ୍ୟ ଟଙ୍କା କ୍ୟାସ ସହ ପ୍ରାୟ 2.5 ଲକ୍ଷ୍ୟ ଟଙ୍କା ର ଜିନିଷ ପତ୍ର ଜଳି ପାଉଁଶ ହଇଯାଇଛି
ଫୋନ୍ ମାଧ୍ୟମ ରେ ଖବର ପାଇ ଲକ୍ଷ୍ମୀପୁର ଅଗ୍ନିଶମ ବାହିନୀ ଏବଂ ଲକ୍ଷ୍ମୀପୁର ପୋଲିସ୍ ପହଞ୍ଚି ନିଆଁ କୁ ଆୟତକୁ ଆଣିଥିଲେ, ଘୋଟିଥିବା ଘୋଟଣା ରେ ଶ୍ରୀମତୀ ପୁନାଈ ମିନୀୟାକା ଗୁରୁତ୍ୱର ଥିବାବେଳେ ତାଙ୍କୁ ଲକ୍ଷ୍ମୀପୁର ମେଡିକାଲ୍ ରୁ କୋରାପୁଟ ମେଡିକାଲ୍ କୁ ସ୍ଥାନାନ୍ତର କରାଗଲା