logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରେମିକା ପାଇଁ ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ ।

ମାଲକାନଗିରି :୨୮/୦୩:(ସନ୍ତୋଷ କୁମାର ପଣ୍ଡା): ପ୍ରେମିକା ପାଇଁ ଟାୱାର ଉପରେ ଚଢିଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ। ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁର ମୋବାଇଲଟାୱାରରେଯୁବକଚଢିଯାଇଥିଲେ। ଯୁବକ ଜଣକ ହେଲେ ୩୦ ବର୍ଷୀୟ ଆଡ଼ମା ମାଡ଼କାମ। ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ନାକେଦମ୍ ହୋଇଛି।
ଏମ୍ଭି ୭ ଗ୍ରାମରେ ପ୍ରେମ ପାଇଁ ଟାୱାରରେ ଚଢି ଏହି ଯୁବକ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ଦୀର୍ଘ ୩ ଘଣ୍ଟା ଚେଷ୍ଟା କରିବା ପରେ ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରିଛନ୍ତି l

223
11583 views

Comment