logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାମ ନବମୀରେ ବାଇକ ରାଲି

ରାମ ନବମୀରେ ବାଇକ ରାଲି
ଏମ ଭି ୭୯: ଶୁକ୍ରବାର ରାମ ନବମୀ ଅବସରରେ

ମାଲକାନଗିରି ଜି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଗ୍ରାମର ଯୁବ ଗୋଷ୍ଠି ଏକ ବାଇକ ରାଲି କରିଛନ୍ତି। କାଲିମେଳା ଅଭିମୁଖେ ରାଲିରେ ପ୍ରାୟ ଦୁଇ ସହ ରୁ ଅଧିକ ବାଇକ ବାହାରି ହାତରେ ଗେରୁ ଗେରୁଆ ରଙ୍ଗର ହନୁମାନଙ୍କ ଫୋଟ ଚିତ୍ରର ଚିତ୍ରର ଝଣ୍ଡା ଝଣ୍ଡା ଧରି ସମସ୍ତେ ମଟର ସାଇକେଳ ଇକେଲରେ ରାଲିରେ ବାହାରି ଜୟଶ୍ରୀ ରାମ ନାରା ଦେଇ। ବୁଲିବା ପରେ କାଲିମେଳା ରାମ ମନ୍ଦିର ପରିସରରେ ପହଞ୍ଚି ହଞ୍ଚି ତେଲୁଗୁ ସାହି ସ୍ଥିତ ଜୟଶ୍ରୀ ରାମ ନାରା ଦେଇ କାଲିମେଳା ସଦରରେ ରାମ ମନ୍ଦିରରେ ରାମ ଲାଲାଙ୍କ ଦର୍ଶନ ସାରି MV 79 ଫେରିଥିଲେ।

36
2775 views

Comment