logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦେବଗଡ଼ ଗୋପାଳ ଜୀଉ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ଜନ୍ମଜୟନ୍ତୀ: ନଅ ଦିନ ଧରି ଭକ୍ତିମୟ ପରିବେଶ ।

ଦେବଗଡ଼ ତା ୨୭/୦୩/୨୦୨୬ରିଖ :- ଗୋପାଳ ଜୀଉ ମନ୍ଦିରରେ ଶ୍ରୀ ରାମଲାଲାଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ନଅ ଦିନିଆ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିର ମାହୋଲରେ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରତିଦିନ ସଂନ୍ଧ୍ୟା ସମୟରେ ସମୁହ ଭାବେ ହନୁମାନ ଚାଳିଶା ପାଠ କରାଯାଉଥିବା ସହ ଧାର୍ମିକ ପ୍ରବଚନ ଆୟୋଜନ କରାଯିବ ବୋଲି ମନ୍ଦିର ପକ୍ଷରୁ ସୂଚନା ମିଳିଛି। ନଅ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଭକ୍ତମାନେ ବୃହତ ସଂଖ୍ୟାରେ ଯୋଗଦେଇ ଭଗବାନଙ୍କ ନାମସ୍ମରଣରେ ଲିନ ହେଉଛନ୍ତି। ପ୍ରଥମ ଦିନରେ ହିଁ ଭକ୍ତଙ୍କର ଭିଡ଼ ବହୁ ପରିମାଣରେ ଦେଖିବାକୁ ମିଳିଥିଲା, ଯାହା ଉତ୍ସବର ଆଧ୍ୟାତ୍ମିକ ଉତ୍ସାହକୁ ପ୍ରକାଶ କରିଛି। ଆଗାମୀ ଦିନଗୁଡ଼ିକରେ ମଧ୍ୟ ଏହି ଭକ୍ତିମୟ ପରିବେଶ ଅବ୍ୟାହତ ରହିବ ବୋଲି ଆଶା

0
99 views
1 shares

Comment