ଜୟପୁର ରେ ରାମ ନବମୀ ପାଳନ
ଜୟପୁର ସହରରେ ରାମ ନବମୀ ପାଳନ ଅବସରରେ ମହାରାଷ୍ଟ୍ର ପୁନେ ରୁ ଆସିଥିବା ଢୋଲ୍ ବାଜା ଗୃପ ଙ୍କ ଧୁଆଁଧାର ପ୍ରଫମାନ୍ସ ସହିତ ଶ୍ରୀ ରାମ ଭକ୍ତ ମାନେ ବହୁତ୍ ଆନନ୍ଦିତ ପରି ପ୍ରକାଶ କରିଥିଲେ