-ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ; ୨.୩୮ ଲକ୍ଷ କୋଟି ଟଙ୍କା ପ୍ରତିରକ୍ଷା ପ୍ରକଳ୍ପକୁ ମିଳିଲା ସବୁଜ ସଙ୍କେତ,,,
-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ର
ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ; ୨.୩୮ ଲକ୍ଷ କୋଟି ଟଙ୍କାର ବଡ଼ ପ୍ରତିରକ୍ଷା ପ୍ରକଳ୍ପକୁ ମିଳିଲା ସବୁଜ ସଙ୍କେତ
-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC)ର ଗୁରୁତ୍ୱପୂର୍ଣ୍ଣ ମଞ୍ଜୁରୀ
-ସେନା ପାଇଁ ଅତ୍ୟାଧୁନିକ ଏୟାର ଡିଫେନ୍ସ ଟ୍ରାକ୍ଡ ସିଷ୍ଟମ କ୍ରୟ ପ୍ରସ୍ତାବକୁ ଅନୁମୋଦନ
-ଶତ୍ରୁକୁ ଦମନ କରିବା ପାଇଁ ଶକ୍ତିଶାଳୀ 'ଧନୁଷ ଗନ୍ ସିଷ୍ଟମ' କ୍ରୟ ପାଇଁ ମିଳିଲା ଅନୁମତି
-ଉଚ୍ଚ କ୍ଷମତାସଂପନ୍ନ ରେଡିଓ ରିଲେ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିବାକୁ ନିଆଗଲା ନିଷ୍ପତ୍ତି
-'ଆତ୍ମନିର୍ଭର ଭାରତ' ଅଭିଯାନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଉପରେ ଦିଆଗଲା ଗୁରୁତ୍ୱ
-ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ।