ବିଶ୍ବବିଦ୍ୟାଳୟରେ କୂଳପତି ପଦ ଖାଲି।
୧୪ ଟି ବିଶ୍ବବିଦ୍ୟାଳୟରେ ୧୪୩୪ ଅଧ୍ୟାପକ ପଦ ଓ ୨୧୭୧ ଅଣଶିକ୍ଷା ପଦ ଖାଲି ପଡ଼ିଛି। ରାଜ୍ୟରେ ୧୭ ଟି ସରକାରୀ ବିଶ୍ବବିଦ୍ୟାଳୟରେ ୨୦୭୯ ଟି ମଞ୍ଜୁର ପ୍ରାପ୍ତ ଅଧ୍ୟାପକ ପଦ ଖାଲି ଥିବାବେଳେ ତନ୍ମଧ୍ୟରୁ ୧୪୩୪ ଖାଲି ପଡ଼ିଛି।୬୯% ପଦ ଖାଲି ପଡ଼ିଛି।