ଅସୁରକ୍ଷିତ ଭାବରେ କାମ ଚାଲିଥିବା ସମୟରେ ଦୁର୍ଘଟଣା ଜଣେ ମୃତ
ରୁପକଣା ଠାରୁ ଟିକିରି ରାସ୍ତା ରେ ଅସୁରକ୍ଷିତ ଭାବେ କେଵୁଲ୍ ଲାଇନ୍ କାମ ଚାଲିଥିବା ବେଳେ 20/03/2026 ରିଖ ଶୁକ୍ରବାର ଦିନ ପ୍ରାୟ ରାତି ଘ7.30 ମି ସମୟରେ ପୁଞ୍ଜି ଗୁମା ଛକ ଠାରେ ଟ୍ରାକ୍ଟର H D D କାମ କରୁଥିବା ଭ୍ୟାନ୍ କୁ ଧକ୍କା ଦେଇ ଥିବାରୁ ଜଣେ ମୃତ ମୃତ ବ୍ୟକ୍ତିଙ୍କ ନାମ ଓ ଠିକଣା ଜଣା ପଡ଼ି ନାହିଁ