logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାଂସ୍କୃତିକୀ ଆୟୋଜିତ ନିଃଶୁଳ୍କ କଳା କର୍ମଶାଳା ୨୦୨୬ ଅନୁଷ୍ଠିତ ହେବା।

ସାଂସ୍କୃତିକୀ ଆୟୋଜିତ ନିଃଶୁଳ୍କ କଳା କର୍ମଶାଳା ୨୦୨୬ ଅନୁଷ୍ଠିତ ହେବା।
---------------------------------------

କେନ୍ଦୁଝର:୧୯/୦୩, (ଖଣ୍ଡାଧାର ନିଉଜ) ସାଂସ୍କୃତିକୀ ଆୟୋଜିତ ନିଃଶୁଳ୍କ କଳା କର୍ମଶାଳା ୨୦୨୬ କେନ୍ଦୁଝର ସହର ସ୍ଥିତ ରୋଟାରୀ ଭବନରେ ଚଳିତ ବର୍ଷ, ଏପ୍ରିଲ୍ ୫ ତାରିଖରେ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଶ୍ରୀ ବୀର କିଶୋର ପାତ୍ର ସ୍ପଷ୍ଟ କରିଛନ୍ତି। ଏହି କର୍ମଶାଳାରେ ଯେକୌଣସି ବୟସ ଆଗ୍ରହୀ ବ୍ଯକ୍ତି ବିଶେଷ ତଥା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି। ଉକ୍ତ କର୍ମଶାଳା ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ଚିତ୍ରଶିଳ୍ପୀ ଶ୍ରୀ ବୀରକିଶୋର ପାତ୍ର ଓ ଶ୍ରୀ ଅମରେନ୍ଦ୍ର ମହାରଣାଙ୍କ ଦ୍ବାରା ପରିଚାଳିତ କରାଯିବ। ଆଗ୍ରହୀ ବ୍ଯକ୍ତି ବିଶେଷ ଏବଂ ଛାତ୍ରଛାତ୍ରୀ ଉଲ୍ଲେଖିତ ହ୍ବାଟ୍ସଏପ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ଘୋଷଣା କରିଛନ୍ତି।

5
793 views

Comment