logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାହାକୁ ଖାତିର ନ କରି ବେଆଇନ୍ ଭାବରେ ଚାଲିଛି ଗ୍ୟାସ୍ ପାଇପ୍ ଲାଇନ୍ କାମ

ଗତ କିଛି ଦିନ ହେବ ରାୟଗଡ଼ା ଜିଲ୍ଲା ଟିକିରି ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ଗ୍ୟାସ୍ ପାଇପ୍ ଲାଇନ୍ କାମ ଚାଲୁ ଅଛି ଯାହା ରାସ୍ତା କୁ ମଧ୍ୟ 5 ରୁ 6 ଫୁଟ୍ ପର୍ଯ୍ୟନ୍ତ ଖୋଳି କାମ କରାଯାଉ ଅଛି ଯାହା ଦ୍ୱାରା ଭବିଶ୍ୱତ ରେ ସଙ୍କଟ ର କାରଣ ହେଇପାରେ ଏହୀ ଏସବୁ ଦେଖି ମଧ୍ୟ ସ୍ଥାନୀୟ ପ୍ରଶାସନ କାହିଁକି ଚୁପ୍

18
1328 views

Comment