logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବନବିଭାଗ ଦ୍ୱାରା ବନାଗ୍ନି ସଚେତନତା କାର୍ଯ୍ୟକ୍ରମ।

ବନବିଭାଗ ଦ୍ୱାରା ବନାଗ୍ନି ସଚେତନତା କାର୍ଯ୍ୟକ୍ରମ।

ପାଟଣା-୧୮/୦୩, ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡ ବିଟ ର ଘଟବାଲିଯୋଡି ଗାଁ ରେ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ ହେଇଯାଇଛି, ସଭା ରେ ମୁଖ୍ୟ ଅତିଥି ଭାବେ ପାଟଣା ଭାଜପା ମଣ୍ଡଳ ର ସଭାପତି ଶ୍ରୀ ବ୍ରଜକିଶୋର ସେଠୀ ଏବଂ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ସମ୍ପାଦିତ ହେଇଥିଲା, ସଭା ରେ ଅଟେଇ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ 9 ଗୋଟି ବନସୁରକ୍ଷା ସମିତି ର ସମସ୍ତ ସଭାପତି ଏବଂ ଆନିମେଟର ମାନଙ୍କ ସହିତ 5 ଜଣ ଲେଖାଏଁ ସଦସ୍ୟ ସଭାରେ ଯୋଗ ଦେଇଥିଲେ ତଣ୍ଡ ବନରକ୍ଷୀ ଦୀପକ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା ଲାରିଥିଲ, 1- ଜଙ୍ଗଲ ନିଆଁ କୁ କିପରି ରୋକା ଯାଇ ପାରିବ, 2- ଜଙ୍ଗଲୀ ଜୀବଜନ୍ତୁ ମାନଙ୍କୁ ନିଆଁ ଦାଉରୁ କିପରି ସୁରକ୍ଷା ଦିଆ ଯାଇ ପାରିବ, 3- ଲଘୁବନଯାତ ଦ୍ରବ୍ୟ ଯଥା ମହୁଲ, କେନ୍ଦୁପତ୍ର, ଶାଳ ପତ୍ର କୁ କି ଭଳି ଭାବରେ ସୁଚାରୁ ରୂପେ ପରିଚାଳନା କରା ଯାଇ ପାରିବ ସେ ବିଷୟରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

2
711 views

Comment