logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହୁଲି ବୋଝେଇ ପିକ୍ ଅପ୍ ଦେଲା ଧକା ଥାନା ରେ ଅଟକରହିଲା ଗାଡ଼ି ସହ ଡ୍ରାଇଭର। ପୁଲିସ କଲା ମାମଲା ରୁଜୁ ଖସି ଯାଉଥିବା ବେଳେ ପୋଲିସ ହବୁଡ଼ ଖାଇଲା।

ହାଟଡିହି ବୁଧବାର ଦିନ ଆନନ୍ଦପୁର ଭଦ୍ରକ ମୁଖ୍ୟ ରାସ୍ତା ରେ ଏକ ମହୁଲି ବୋଝେଇ ପିକ୍ ଅପ ଦୁର୍ଘଟଣା କରି ଫେରାର ହୋଇ ଯାଉଥିବା ବେଳେ ନନ୍ଦିପଦା ପୋଲିସ ଗାଡ଼ି କୁ ଅଟକ ରଖିଛି। ଏଥିରେ ଡ୍ରାଇଭର ହଜାରେ ଲିଟର ର ଦେଶୀ ମହୁଲି ନେଇ ଯାଉଥିଲେ। ଯାହାକୁ ନନ୍ଦିପଦା ପୋଲିସ ୧୧୯/୨୬ ଏକ  ମାମଲା ରୁଜୁ କରି ଡ୍ରାଇଭର ଅଭିନାଶ ଦାସ  ଅଟକ ରଖିଛି।  ଓଆର ୨୧ ଏ ୧୩୩୩ ନାମକ ପିକ ଅପ୍ ଏଗାଡ଼ି ଟି ସସ୍ମିତା ଦାସ (୨୪) ନାମକ ଜଣେ ମହିଳା। ଯିଏକି ଇଣ୍ଡିସାଇଡ ଲିପନ ଫାଇନସ ରେ ଫିଲ୍ଡ ଅଫିସର ଭାବେ କାମ କରୁ ଥିଲେ।ତାଙ୍କୁ ଧକ୍କା ଦେଇ ଖସି ଯାଉଥିବା ବେଳେ ପୋଲିସ ଉଦ୍ଧାର କରି ସସ୍ମିତା ଙ୍କୁ ମେଡିକାଲ ରେ ଭର୍ତ୍ତି କରି ଗାଡ଼ି ଓ ଡ୍ରାଇଭର ଅଟକ ରଖିଛି।।

7
14 views

Comment