ସୌମ୍ୟରଞ୍ଜନ ଓସିଏ ଆମ୍ପାୟାର ପରୀକ୍ଷାରେ ଉତ୍ତୀର୍ଣ୍ଣ
ମାଲକାନଗିରି ଜିଲ୍ଲା କାଲିମେ ମେଳା ବ୍ଲକରୁ ରାଜ୍ୟସ୍ତରୀୟ ପ୍ରତି ଥିବା ନିଷ୍ଠା ସୌମ୍ୟରଞ୍ଜନ ପ୍ରଧାନଙ୍କୁ ବ ବଡ଼ ସଫଳ ଫଳତା ଆଣି ଆଣିଦେଇଛି। । ଓଡ଼ଶା ଜିଲ୍ଲାର କ୍ରୀଡା ପ୍ରତିଭା ସୌମ୍ୟରଞ୍ଜନ ପ୍ରଧାନ ସଫଳତାର ସହ । ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଂଶଗ୍ରହଣ କରିଥିଲେ । ଏଥିରେ କାଲିମେଳାର ସୌମ୍ୟରଞ୍ଜନ ପ୍ରଧା ପ୍ରଧାନ ୬ ନଂ ମୋଟ ୧୫୦ ନମ୍ବରରୁ ସୌମ୍ୟ ରଞ୍ଜନ ୧୧୨ ନମ୍ବର ରଖୁଥିବା ଜଣାପଡ଼ିଛି। ପୁଅର ଏହି ଉପଲବ୍Ôଧ ଉଭୟ ପିତା ମାତାଙ୍କ ଦୀର୍ଘ ଦିନର ସଂଘର୍ଷ ଛୁଟିଛି। ଟିଛି | ଆଗାମୀ ଦିନରେ ସେ ଓଡ଼ିଶା କ୍ରିକେଟର ବିଭିନ୍ନ ମ୍ୟାଚ୍ ପରିଚାଳନାରେ କ୍ରିକେଟ ମଇଦାନକୁ ଓହ୍ଲାଇବେ ନୂଆ ଆ ଅମ୍ପାୟାର | କଠିନ ପରିଶ୍ରମ ଓ କ୍ରିକେଟ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଆୟୋଜିତ ଅମ୍ପାୟାର ପରୀକ୍ଷା ୨୦୨୫ ରେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨୫ ଜଣ ପ୍ରତିଯୋଗ ଯାଗୀ ଏହି ପରୀକ୍ଷାରେ ସ୍ଥାନରେ ରହି କୃତିତ୍ବ ଅର୍ଜନ କରିଛନ୍ତି | ଓସିଏ ତରଫରୁ ଅନୁଷ୍ଠିତ ଏହି ପରୀକ୍ଷାରେ ଏହି ସଫଳ ସଫଳତା ପାଇଁ ତାଙ୍କୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥ୍ ଫଳ ଦେବା ସହ ଉଭୟ ପିତା ମାତା ଓ ସୌମ୍ୟରଞ୍ଜନଙ୍କ ପାଇଁ ଅଭିନନ୍ଦନର ସୁଅ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବେ ବୋଲି ଲୋକେ ଆଶା ରଖୁଛନ୍ତି।