logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲୋକଙ୍କ ସମସ୍ୟା, ଲୋକଙ୍କ ସ୍ବର; "ଖଣ୍ଡାଧାର ନିଉଜ" କେବଳ ଏକ ମାଧ୍ଯମ।

ଲୋକଙ୍କ ସମସ୍ୟା, ଲୋକଙ୍କ ସ୍ବର; "ଖଣ୍ଡାଧାର ନିଉଜ" କେବଳ ଏକ ମାଧ୍ଯମ।

କେନ୍ଦୁଝର:୧୭/୦୩, ଖଣ୍ଡାଧାର ନିଉଜ ତରଫରୁ ନିରବଚ୍ଛିନ୍ନ ଭାବରେ ସମ୍ବାଦଦାତା ଙ୍କର ପ୍ରେରିତ ବିଭିନ୍ନ ପ୍ରକାରର ସୂଚନା/ଖବର, କବି/ଲେଖକ/ଗବେଷକ/ସାହିତ୍ୟିକ ମାନଙ୍କର ଲେଖା ପ୍ରକାଶିତ କରାଯାଉଛି। ଏହି ପ୍ରକାଶନୀ ସେବା ଆଗକୁ ମଧ୍ଯ ଜାରି ରହିବ। ଆପଣଙ୍କ ନିକଟସ୍ଥିତ ଅଞ୍ଚଳର ବିଭିନ୍ନ ପ୍ରକାରର ଗଠନମୂଳକ ସମସ୍ୟା ସମ୍ପର୍କରେ ଲେଖା ସହିତ ଫୋଟ ଓ ଭିଡିଓ ପରିଚାଳନା ସମ୍ପାଦକ ଡମ୍ବରୁଧର ମହାନ୍ତ ଙ୍କ ନିକଟକୁ ପଠାଲେ। ତାହାର ସତ୍ଯତା ଅନୁସନ୍ଧାନ କରି ସାର୍ବଜନୀନ କରିବା ପାଇଁ ପ୍ରକାଶିତ କରାଯିବ ଓ ସେହିସବୁ ସମସ୍ୟା ସମ୍ପର୍କରେ ରାଜ୍ଯ ସରକାର ତଥା ଜିଲ୍ଲା ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରାଯିବା। ଖଣ୍ଡାଧାର ନିଉଜ ବର୍ତ୍ତମାନ ଅଗଣିତ ପାଠକ ତଥା ଜନମାନସରେ ଏବଂ ପ୍ରଶାସନ ନିକଟରେ ଆଦର ବ୍ରୁଦ୍ଧି ପାଉଛି। ଖଣ୍ଡାଧାର ନିଉଜ ର ଗୋଟିଏ ମାତ୍ର ମୁଖ୍ଯ ଉଦ୍ଦେଶ୍ଯ ଲୋକମାନଙ୍କ ସମସ୍ୟା ସରକାର ତଥା ପ୍ରଶାସନ ନିକଟରେ ପହଞ୍ଚାଇବା। ବିଭିନ୍ନ ପ୍ରକାରର ସମାଜ ଉପଯୋଗୀ ଗଠନମୂଳକ ବିଶେଷ ଆଲେଖ୍ୟ ଲେଖି ପଠାଇଲେ ତାହା ଖଣ୍ଡାଧାର ନିଉଜ- ସମ୍ପାଦକୀୟ ପ୍ରୁଷ୍ଠାରେ ପ୍ରକାଶିତ କରାଯିବ। ଯେକୌଣସି ବ୍ୟକ୍ତିବିଶେଷ ଖଣ୍ଡାଧାର ନିଉଜ ଜରିଆରେ ନିଜର ଶ୍ରୁଙ୍ଖଳିତ ବିଜ୍ଞାପନ ପ୍ରଚାର ଓ ପ୍ରସାରଣ କରିବାର ସୁଯୋଗ ନେଇପାରିବେ। ଆଶା ଓ ବିଶ୍ବାସ ଖଣ୍ଡାଧାର ନିଉଜ ପ୍ରତି ଆପଣମାନଙ୍କ ଭଲ ପାଇବା ଅକ୍ଷୁର୍ଣ୍ଣ ରଖିବାରେ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ ରହିବ। ଆପଣମାନଙ୍କ ସେବାରେ ପରିଚାଳନା ସମ୍ପାଦକ: ଡମ୍ବରୁଧର ମହାନ୍ତ।

56
9452 views

Comment