logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅର୍ଥମନ୍ତ୍ରୀଙ୍କ ଇଣ୍ଟରନେଟ ଟ୍ୟାକ୍ସ୍।

ଭାରତ ସରକାର ଇଣ୍ଟରନେଟ ଡାଟା ବ୍ୟବହାର ପାଇଁ ଟ୍ୟାକ୍ସ୍ ଯୋଜନା ଆସିବା ପୂର୍ବରୁ ଟେଲିକମ ସଂସ୍ଥା କୁ ଏହାର କ'ଣ ସୁବିଧା ସୁଯୋଗ ରହିବା ଆବଶ୍ୟକ କଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଚାରି ବୁଝିଥିଲେ। ଏହାର ସୁବିଧା ସୁଯୋଗର ପଦକ୍ଷେପ ସେପ୍ଟେମ୍ବର 2026 ନିଆଯିବ ବୋଲି ସେ କହିଛନ୍ତି।

5
889 views

Comment