ଗ୍ୟାସ ସିଲିଣ୍ଡର ପାଇଁ ଆଇପିଏଲ ତାରିଖରେ ପରିବର୍ତ୍ତନ।
2026 ଆଇପିଏଲର ତାରିଖରେ ପରିବର୍ତ୍ତନ ଆଣିଛନ୍ତି, ଚେୟାରମେନ୍ ଧୁମାଲ୍ ।ସେ କହିଛନ୍ତି ଏଲ୍ପିଜିର ଅଭାବ ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି।