କସ୍ତିପଦାରେ ବିକଶିତ ଭାରତର ପାଠପଢ଼ା।
କୁପସାହି ଅଗଂନାବାଡି କେନ୍ଦ୍ର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର।ଖପର ତଳେ ଗଢାଯାଏ ପିଲାମାନଙ୍କ ଭବିଷ୍ୟତ।