logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

"ଖଣ୍ଡାଧାର ନିଉଜ" ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ନିଜର ସ୍ଥିତି ବଜାଇ ରଖିବାରେ ସଫଳ ହେଲା।

"ଖଣ୍ଡାଧାର ନିଉଜ" ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ନିଜର ସ୍ଥିତି ବଜାଇ ରଖିବାରେ ସଫଳ ହେଲା।

କେନ୍ଦୁଝର:୦୭/୦୩, "ଖଣ୍ଡାଧାର ନିଉଜ" ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ନିଜର ସ୍ଥିତି ବଜାଇ ରଖି ପାରିଛି। ଏହାର ଶ୍ରେୟ କେବଳ ପାଠକ ମାନଙ୍କର ଭରସା, ବିଶ୍ବାସ ଓ ଭଲପାଇବା କାରଣରୁ ସମ୍ଭବ ହୋଇ ପାରିଛି। ଏଇ କିଛିଦିନ ହେବ ନିରବଚ୍ଛିନ୍ନ ଭାବରେ "ଖଣ୍ଡାଧାର ନିଉଜ" ଦ୍ବାରା ପ୍ରକାଶିତ ସମସ୍ତ ଖବର, ସୂଚନା, କବିତା ତଥା ବିଭିନ୍ନ ପ୍ରକାରର ଲେଖା ଗୁଡିକ ପୁନର୍ବାର ଆଇମା ମିଡିଆ (AIMAMEDIA) ମାଧ୍ୟମରେ ପ୍ରକାଶିତ କରାଯିବା କାରଣରୁ ଗୁଗୁଲ ସର୍ଚ୍ଚ ଇଂଜିନ୍ ରେ ନିଜର ସ୍ଥିତି ବଜାଇ ରଖିବାରେ ସଫଳତା ହାସଲ କରିପାରିଛି। ଆଗାମୀ ଦିନଗୁଡିକ ରେ ମଧ୍ଯ "ଖଣ୍ଡାଧାର ନିଉଜ" ନିଜର ପ୍ରକାଶନୀ ସେବା ଜାରି ରହିବ। ପାଠକ, କବି, ଲେଖକ ଓ ସମ୍ବାଦଦାତା ମାନେ ନିର୍ଭୁଲ, ସଠିକ୍ ତଥ୍ଯ ଯୁକ୍ତ ଖବର/ସୂଚନା ପ୍ରକାଶିତ କରିବା ପାଇଁ ଆଗ୍ରହୀ, ତେବେ ପରିଚାଳନା ସମ୍ପାଦକ ଡମ୍ବରୁଧର ମହାନ୍ତ ଙ୍କ ସହିତ ଯୋଗାଯୋଗ କରିବା ପାଇଁ ବିନମ୍ର ଅନୁରୋଧ କରାଯାଉଛି।

ସୌଜନ୍ୟ: ଡମ୍ବରୁଧର ମହାନ୍ତ।

15
583 views

Comment