'ଲାଡଲି ଲକ୍ଷ୍ମୀ ଯୋଜନା'ରେ ଝିଅ ମାନେ ଛାଡୁଛନ୍ତି ପାଠପଢ଼ା।
'ଲାଡଲି ଲକ୍ଷ୍ମୀ ଯୋଜନା' ରେ ୫୨% ଝିଅ ମାନଙ୍କ ସଂଖ୍ୟା ର ଗ୍ରାଫ୍ ତଳ ମୁହାଁ। ଝିଅ ମାନେ ଛାଡୁଛନ୍ତି ପାଠପଢ଼ା।