logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Rourkela municipal corporation

ସ୍ଵଚ୍ଛତା ଏକ ସାମୁହିକ ଦାୟିତ୍ଵ ହୋଇଥିବା ବେଳେ ଏହି କ୍ଷେତ୍ରରେ ଜନ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ କୋଏଲ ନଗର C ବ୍ଲକ୍ ସ୍ଥିତ Senior Citizen ପାର୍କ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଵଚ୍ଛ ସର୍ବେକ୍ଷଣ ଅନ୍ତର୍ଗତ ଅନୁଷ୍ଠିତ ଏହି ଗଣ ସଫେଇ କାର୍ଯ୍ୟକ୍ରମରେ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ବରିଷ୍ଠ ନାଗରିକମାନେ ସାମିଲ୍ ହୋଇଥିଲେ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Survekshan Swachh Bharat Mission - Urban Swachh Bharat Mission, India Information & Public Relations Department, Government of Odisha District Administration, Sundargarh, Odisha

5
287 views

Comment