ଦାମନଯୋଡିରେ ଏସାଆ ମହଦେଶର ଦୁତୀୟ ବୃହତମ ହନୁମାନ ମନ୍ଦିରର ୧୦ ତମ ବାର୍ଷିକ ଉତ୍ସବ।
ଆଜି ଅର୍ଥାତ୍ ୨୭/୦୨/୨୦୨୫ ଶୁକ୍ରବାର ଦିନ ଏସିଆମହାଦେଶର ଦାମନଯୋଡିରେ ଥିବା ଦୁତୀୟ ଵୃହତମ ହନୁମାନ ମନ୍ଦିରର ୧୦ ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହ ପାଳନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ହନୁମାନ ବାଟିକାର ଟ୍ରଷ୍ଟି ଶ୍ରୀଯୁକ୍ତ ଆଲୋକ କୁମାର ଚଉଧୁରି ଙ୍କ ନେତୃତ୍ବରେ ମୁଖ୍ୟ ଆଚାର୍ଯ୍ୟ ଶ୍ରୀ ଯୁକ୍ତ ଜନାର୍ଦ୍ଦନ ମିଶ୍ର,ଓ ଆଚାର୍ଯ୍ୟ ଶ୍ରୀଧର ରଥ , ଏବଂ ନରେନ୍ଦ୍ର ପତି, ଓ ଅଭିଶେକରଥ ତଥ ଲକ୍ଷ୍ମୀ ପାଲ୍ ପଥମେ ସୁର୍ଯ୍ୟ ପୁଜା ସକାଳ ୮ ଘଣ୍ଟ ସମୟରେ ଆରମ୍ଭ କରି ସକାଳ ୧୦ ଟାରେ ହନୁମାନ ବିଗ୍ରହ ଙ୍କ ମହାସ୍ନାନ ସହ ସନ୍ଧ୍ୟା ୭ ଘଣ୍ଟ ସମୟରେ ଘୃତଜଜ୍ଞର ଦ୍ବାରା ପୁର୍ନାହୁତି କରାଯାଇ ୩ ହରଜରୁ ଉର୍ଦ୍ଧ ଭକ୍ତ ଙ୍କ ପାଇଁ ମୁକ୍ତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏବଂ ଘଣ୍ଟ ଓ ତାଳ ଦ୍ଵାରା ହନୁମାନ ମନ୍ଦିରର ସମସ୍ତ ଭକ୍ତମାନନ ଙ୍କ ଦ୍ଵାରା ପରିବେସଣ କରି ଏହାକୁ ସମାପନ କରାଯାଇଥିଲା। ।ଏଥିରେ କୁମାର ବସ୍ତିଆ, ପ୍ରଫୁଲ୍ଲ କୁମାରସାହୁ, ଶ୍ୟାମ ସୁନ୍ଦର ପଣ୍ଡା,ଅଜୟଜେନା, ସୁରେନ୍ଦ୍ର ମଲ,ରାଜେନ୍ଦ୍ର ଗନ୍ତାୟତ, ଅନିଲ ଚଉଧୁରି, ସର୍ବେସର ମହାପାତ୍ର, ପ୍ରଭାତ ପଣ୍ଡା,ପାହାଡସିଙ୍ଗି, ଓ ସୁଦର୍ଶନ ନାଏକ, ବୃନ୍ଦାବନ ଖଣ୍ଡୁଆଳ, ଏବଂ ଦୁତିକିଶୋର ମହାପାତ୍ର ଓ ତେଜେଶଶ୍ଵର ପାତ୍ର ଙ୍କ ସହ ଅନେକ ଭକ୍ତ ମାନଙ୍କ ଦ୍ବାରା ସମାପନ କରଯାଇଥିଲା