logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିଆରା ଜନ୍ମ ଦିନ।

ହାଟଡିହି ବ୍ଲକ ଅନ୍ତର୍ଗତ କପୁଣ୍ଡି ଗାଁ ର ଆଲୋକ କୁମାର ଜେନା ଓ ପତ୍ନୀ ସାଗରିକା ପ୍ରିୟଦର୍ଶିନୀ ଜେନା ଙ୍କ ଏକ ମହତ୍ ଉଦ୍ୟମ। ଯାହାକି ସମାଜ ପାଇଁ ସୃଷ୍ଟି କରିଛି ଉଦାହରଣ। ସେମାନଙ୍କ ର ଏକମାତ୍ର ପୁଅ ଆୟୁଷ୍ମାନ ଜେନା (ସୋହନ) ର ଦ୍ଵିତୀୟ ବାର୍ଷିକ ଜନ୍ମ ଦିନ ରେ ଦୁଇ ଟି ଫୁଲ ଗଛ ଲଗାଇ ସୃଷ୍ଟି କରିଛନ୍ତି ଉଦାହରଣ। ପିଲା ମାନଙ୍କର ଜନ୍ମ ଦିନ ରେ କେକ କାଟି ଜନ୍ମ ଦିନ ପାଳନ କରିବା ପରିବର୍ତେ ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି କରିବା ସହ ପ୍ରତି ଜନ୍ମ ଦିନ ରେ ଏପରି ବୃକ୍ଷ ରୋପଣ, ସାହାଯ୍ୟ ,ସହିଯୋଗ କରି ଜନ୍ମ ଦିନ କୁ ନିଆରା ପରମ୍ପରା ରେ ପାଳନ କରିବା ପାଇଁ ଉଭୟ ଦମ୍ପତି କହିଛନ୍ତି।

6
275 views

Comment