ନ୍ୟାୟ ପାଇଁ ବିଦ୍ୟାଳୟ ରେ ତାଲା ପକାଇଲେ ଜଣେ ମହିଳା
ସମ୍ବଲପୁର (ଦୀପକ ସିଂ) ୨୬/୦୨/୨୦୨୬
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡବାହାଳ ସରକାରୀ ଉ ପ୍ରା ବିଦ୍ୟାଳୟ ର ଦୃଶ୍ୟ ଉକ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବା ଜଣେ ମହିଳା ବଡବାହାଳ ର ଶିବାନୀ ବିଶ୍ୱାଳ ଙ୍କ ନାମରେ ମିଛ ରେ ଶିବାନୀ ଙ୍କ ଶାଶୁ କୁ କହିଥିଲେ ଏବଂ ଶିବାନୀ ଓ ତାଙ୍କ ସ୍ୱାମୀ ଙ୍କ ର ଝଗଡା ହୋଇଥିଲା ଏହାର ନ୍ୟାୟ ପାଇବା ପାଇଁ ଉକ୍ତ ବିଦ୍ୟାଳୟ ରେ ଶିବାନୀ ବିଶ୍ୱାଳ ତାଲା ପକାଇ ଥିଲେ ଘଟଣା ସ୍ଥଳରେ ପୋଲିସ ପହଂଚି ସମାଧାନ କରିଥିଲେ ଓ ତାଲା ଖୋଲା ଯାଇଥିଲା