logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୩ ସେଣ୍ଟର୍ ରେ ୧୪୩ ପିଲା ଦେଲେ ନାହିଁ ବିଜ୍ଞାନ ପରୀକ୍ଷା।

ହାଟଡିହି ବୁଧବାର ହୋଇଥିବା ବିଜ୍ଞାନ ବିଷୟ  ରେ ଶହେ ରୁ ଅଧିକ  ପିଲା ପରୀକ୍ଷା ଦେଇନଥିବା ରିପୋର୍ଟ ଦେଖି ଆପଣ ବି  ହେବେ ଆଶ୍ଚର୍ଯ୍ୟ।। ଏତେ ସଂଖ୍ୟକ ପିଲା କାହିଁକି ରହୁଛନ୍ତି ଅନୁପସ୍ଥିତ  । ପ୍ରଥମ ଦିନରୁ ୧୩୦ ପିଲା ଅନୁପସ୍ଥିତ ରହିଥିବା ବେଳେ ପରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ଦେଖିବାକୁ ମିଳିଛି।ବିଜ୍ଞାନ ପରୀକ୍ଷା ଦିନ ୧୪୩ ଜଣ ପିଲା କାହିଁକି ଦେଲେ ନାହିଁ ତାହାକୁ ନେଇ ଏବେ ଚିନ୍ତା ରେ ଶିକ୍ଷା ଅଧିକାରୀ। ହାଟଡିହି ବ୍ଲକ ର ଡଆଁର ସେଣ୍ଟର୍ ରେ ସର୍ବାଧିକ ପିଲା  ପରୀକ୍ଷା ଦେଇନଥିବା ବେଳେ ପୁରା ୧୩ ପରୀକ୍ଷା ସେଣ୍ଟର୧୪୩ ଜଣ ପିଲା  ଅନୁପସ୍ଥିତ ରହିଥିଲେ।  ବିଜ୍ଞାନ ପରୀକ୍ଷା ରେ ୨୪୬୬ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୨୩୨୩ଜଣ ପରୀକ୍ଷା  ଦେଇଛନ୍ତି।

1
1055 views

Comment