ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଗୁଡିଖାଳ ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବିଳମ୍ବିତ ରାତି ରେ ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବ କୁ ଖସିଲ
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଗୁଡିଖାଳ ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବିଳମ୍ବିତ ରାତି ରେ ଭାରସାମ୍ଯ ହରାଇ ରାସ୍ତା ପାର୍ଶ୍ବ କୁ ଖସିଲା ଫର୍ଣିଚର ବୋଝେଇ ଟ୍ରକ , ରାସ୍ତା ପାର୍ଶ୍ବ ରେ ଥିବା ପୋଲ ବାଡା ରେ ଲାଗି ଝୁଲି ରହିଛି ଟ୍ରକ , ଦୁର୍ଘଟଣା ରେ ଟ୍ରକ ର ଡ୍ରାଇଭର, ହେଲପର ଗୁରୁତର ହୋଇଛନ୍ତି, ଟ୍ରକ ଟି ପଶ୍ଚିମବଙ୍ଗ ରୁ ବାଲେଶ୍ବର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତି ରେ ଘଟିଛି ଦୁର୍ଘଟଣା, ଗୁରୁତର ଙ୍କୁ ଉଦ୍ଧାର କରି ବସ୍ତା ହସପିଟାଲ ରେ ଭର୍ତ୍ତି କରା ଯାଇଥିବା ବେଳେ ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ୍ ଏବଂ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖି