logo

ଦାମନଯୋଡି ଆଦର୍ଶ ଥାନାର ନୂତନ ଆଇ ଆଇ ସି ଶ୍ରୀଯୁକ୍ତ ପରମାନନ୍ଦ ସୁନାନୀଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଲେ ସାମ୍ବାଦିକମାନେ,ଦାମନଯୋଡି,କୋରାପୁଟ, ତା୧୭/୨/୨୬

ଦାମନଯୋଡିରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
ଦାମନଯୋଡି:-୧୭/୨ ଦାମନଯୋଡି ଆଦର୍ଶ ଥାନାରେ ନୂତନ ଆଇ ଆଇ ସି ପରମାନନ୍ଦ ସୁନାନୀ ଯୋଗଦାନ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ ଓ ଶୁଭେଚ୍ଛା ପ୍ରଦାନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ଦାମନଯୋଡି ମିଡିଆ ହାଉସର ବିଭିନ୍ନ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆର ସାମ୍ବାଦିକମାନେ ଥାନାକୁ ଯାଇ ଆଇ ଆଇ ସି ଶ୍ରୀଯୁକ୍ତ ପରମାନନ୍ଦ ସୁନାନୀଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ ।ନରସିଂହ ବ୍ରହ୍ମା,ମାନସ ରଞ୍ଜନ କର, ଡଃ ଅଶୋକ କୁମାର ମହାନ୍ତି,ଡଃ ନଳିନୀକାନ୍ତ ସେନାପତି,ପୀତାମ୍ବର ସାହୁ,ସୁଦର୍ଶନ ସେନାପତି,ଅରୁଣ କୁମାର ଓଝା,ସନ୍ତୋଷ କୁମାର ନାୟକ, ତେଜେଶ୍ୱର ପାତ୍ର ରବୀନ୍ଦ୍ର କୁମାର ସାଉ ପ୍ରମୁଖ ସୌଜନ୍ୟମୂଳକ ସାକ୍ଷାତ ସହିତ ପାରିପାର୍ଶ୍ବିକ ଅଞ୍ଚଳର କିଛିଟା ସମସ୍ଯା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।ଶ୍ରୀଯୁକ୍ତ ସୁନାନୀ ସର୍ବସାଧାରଣ ଧନଜୀବନ ସୁରକ୍ଷିତ ସହିତ ଅଞ୍ଚଳର ଆଇନ ଶୃଙ୍ଖଳା ପ୍ରତି ଗୁରୁତ୍ବ ଦେବେ ବୋଲି ମତପୋଷଣ କରିଥିଲେ।

96
2838 views