logo

୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କଲା ପାଟଣା ପୋଲିସ୍।

୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କଲା ପାଟଣା ପୋଲିସ୍।

ସକାଳୁ ସକାଳୁ ବାଲି ଚାଲାଣ ହେଉଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍

ପାଟଣା:୧୭/୦୨, ପାଟଣା, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଚାତରପାଣି ନିକଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖବର ଥାନା ଅଧିକାରୀ କରିଣ ପ୍ରସାଦ ସାହୁ ନେତୃତ୍ୱରେ, ପାଟଣା ଥାନା ଏସ ଆଇ ଲକ୍ଷ୍ମଣ ମାଝି, ଉଦିତ କୁମାର ସୋରେନ, ଘଟଣାସ୍ଥଳରେ ପହଞ୍ଚି ୩ ଟି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି କୁ ଜବତ କରି ପାଟଣା ଥାନା କୁ ଆଣିଛନ୍ତି ଟ୍ରାକ୍ଟର ଗାଡ଼ି ଡ୍ରାଇଭର କୁ ପଚରା ଉଚରା କରିବା ପରେ ୩ ଟି ଟ୍ରାକ୍ଟର ଗାଡ଼ି ମାଲିକଙ୍କୁ ନୋଟିସ୍ ଦେବା ସହିତ ପୋଲିସ ପକ୍ଷରୁ ଖଣି ବିଭାଗ କୁ ଖବର ଦେଇଥିବା ପାଟଣା ଥାନା ଅଧିକାରୀ କରିଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

(ବିଜୟ ରତ୍ନ ପତିଙ୍କ ରିପୋର୍ଟ ସୌଜନ୍ୟ- ଖଣ୍ଡାଧାର ନିଉଜ)

10
1042 views