logo

କୋରାପୁଟ: ଗୁଲ୍ମି ଜଳପ୍ରପାତରେ ନିଖୋଜ

କୋରାପୁଟ: ଗୁଲ୍ମି ଜଳପ୍ରପାତରେ ନିଖୋଜ ଥିବା CISF ଯବାନ ଆକାଶ ଚୌଧୁରୀ (୨୮) ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ନିଜ ଘର ହରିଆଣାରେ ବୋଲି ଜଣାପଡିଛି । ଛତିଶଗଡ଼ି ନଙ୍ଗରନାର NMDC ପ୍ଲାଣ୍ଟରେ ତାଙ୍କ ପୋଷ୍ଟିଂ ହୋଇଥିଲା। 15.02.26 ଦିନ 3 ଟାରୁ ସେ ନିଖୋଜ ଥିବା ରିପୋର୍ଟ ହୋଇଥିଲା। ତାଙ୍କୁ ଖୋଜିବା ପାଇଁ ଜୟପୁର ଅଗ୍ନିଶମ ବାହିନୀ ସହିତ NDRF, SDRF ଓ ODRF ଟିମ୍ ମଧ୍ୟ ସାମିଲ ହୋଇଥିଲେ।

0
99 views