'ଅପରେସନ ସାଇବର ଠକ' ଓଡିଶା ପୋଲିସର ଅପରେସନ।
ସାଇବର ଅପରାଧୀ ମାନଙ୍କର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସମଗ୍ର ରାଜ୍ୟରେ ମୋଟ ୩୦୪ ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି।