logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁଲବାମା ସହିଦ ଙ୍କ ଉଦ୍ଦେଶ୍ୟ ରେ ଦୀପ ଦାନ

କନ୍ଧମାଳ: :୨୦୧୯ ମସିହା ଫେବୃଆରୀ 14 ତାରିଖ ଦିନ ଜାମ୍ମୁ କଶ୍ମୀର ର ପୁଲବାମା ଠାରେ ହୋଇଥିବା ଭାରତର ସୁରକ୍ଷା କର୍ମୀ ଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ସୁରକ୍ଷା କର୍ମୀ ଙ୍କ ଉଧେଶ୍ୟ ରେ ଜିଲ୍ଲା ସଦର ମହକୁମାସ୍ଥିତ ଆନନ୍ଦ ବଜାର ଠାରେ ବରିଷ୍ଠ ନାଗରିକ ଓ ଦୋକାନୀ ଭାଇ ମାନଙ୍କ ପକ୍ଷରୁ ଦୀପ ଦାନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସେହିଦିନ ସି.ଆର.ପିଫ ଯବାନ ମାନଂକୁ ନେଇ ଯାଉ ଥିବା ଏକ ମିଲିଟାରୀ ଗାଡି ଉପରେ ଅତର୍କିତ ଆତଙ୍କୀ ଆକ୍ରମଣ ଯୋଂଗୁ ପ୍ରାୟ 40 ଜଣ ଯବାନ ସହିଦ ହୋଇଥିଲେ। ଏହି ଦିବସ କୁ ସ୍ମରଣ କରି ସାରା ଦେଶରେ ଏହାକୁ ସହିଦ ଦିବସ ପାଳନ କରିଛନ୍ତି।
ଏହି କାର୍ଯ୍ୟ କ୍ରମ ରେ ଅସିତ୍ ମେକାପ, ଏ ସାଇରାମ ପାତ୍ର, ପ୍ରଶାନ୍ତ ପାଣଗ୍ରାହୀ,ମଧୁ ରଥ, ପିଣ୍ଟୁ,ଟୁଲୁ ସାହୁ, ବଜାର ର ସମସ୍ତ ସଦସ୍ୟ ଉପତିସ୍ଥ ରହି ଦୀପ ଦାନ କରି ଥିଲେ ।

0
88 views

Comment